You are currently viewing ବ୍ୟବସାୟୀଙ୍କ ପାଇଁ ବଡ଼ଖବର;୪୦ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଜିଏସଟିରୁ ପାଇବେ ଛାଡ଼

ବ୍ୟବସାୟୀଙ୍କ ପାଇଁ ବଡ଼ଖବର;୪୦ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଜିଏସଟିରୁ ପାଇବେ ଛାଡ଼

ନୂଆଦିଲ୍ଲୀ, କରୋନା ମହାମାରୀ ସମୟରେ ବ୍ୟବସାୟୀମାନଙ୍କୁ ଏକ ଖୁସୀ ଖବର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋମବାର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ବାର୍ଷିକ ବ୍ୟବସାୟ ୪୦ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଜିଏସଟି ପଞ୍ଜୀକରଣରୁ ଛାଡ଼ ପାଇବେ । ଅର୍ଥ ମନ୍ତ୍ରଣାଳୟ ସୂଚନା ମୂତାବକ, ପ୍ରାରମ୍ଭରୁ ୨୦ଲକ୍ଷ ପର୍ଯ୍ୟନ୍ତ ଥିଲା କିନ୍ତୁ ବର୍ତ୍ତମାନ ବାର୍ଷିକ ୪୦ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟ ଉପରେ ଜିଏସଟି ପଞ୍ଜୀକରଣ ମୁକ୍ତ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।