ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ Post published:September 7, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କର ଆଜି ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଜମି ବିବାଦକୁ ନେଇ ହତ୍ୟାକାଣ୍ଡ February 9, 2023 NEWS SUPERFAST 2@10 November 24, 2022 ପୋଲିସ ବିଭାଗର ନିଷ୍ପତିକୁ ରଦ୍ଧ କଲେ ହାଇକୋର୍ଟ February 25, 2023 ଦେଶରେ ୨୮,୫୯୧ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୮ ମୃତ September 12, 2021