modi

ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମୋଦୀ 

ଏଏନଏସ: ବାରାଣାସୀରେ ମୋଦୀଙ୍କ ବିଶାଳ ରୋଡ ଶୋ । ନାମାଙ୍କନ ପୂର୍ବରୁ ଶକ୍ତିପ୍ରଦର୍ଶନ କଲେ ମୋଦୀ । କାଲି ବାରଣାସୀ ପାଇଁ ନାମାଙ୍କନ ଦାଖଲ କରିବେ  । ଏନେଇ ଦିନକ ପୂର୍ବରୁ ଏଠାରେ ପହଁଚି ରୋଡ ଶୋ କରିଛନ୍ତି । ଶହ ଶହ କର୍ମୀ ଓ ସମର୍ଥକଙ୍କୁ ନେଇ ବାରାଣାସୀରେ ବିଶାଳ ରୋଡ ଶୋ କରିଛନ୍ତି ମୋଦୀ । ସୂଚନାଯୋଗ୍ୟ କାଲି ସକାଳୁ କାଶୀ ବିଶ୍ୱନାଥଙ୍କ ଦର୍ଶନ ପରେ ନାମାଙ୍କନ ଭରିବେ ମୋଦୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।