ନୂଆଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରୁଛି ୮ ଅଗ୍ନିଶମ ଗାଡି

ନୂଆଦିଲ୍ଲୀ(ଏଏନଏସ୍): ନୂଆଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ। ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ରୁମରେ ସକାଳ ୧୧.୫୫ ମିନିଟରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଦମକଳ…

Continue Readingନୂଆଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରୁଛି ୮ ଅଗ୍ନିଶମ ଗାଡି

ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଲା

ଏଏନ୍ଏସ୍: ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଥିବା ସୂଚନା ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଛି । ୧୩୧୦ ଜଣ ଛାତ୍ରଛାତ୍ରୀ ମେଟ୍ରିକ ସପ୍ଲିମେଣ୍ଟାରୀ ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩…

Continue Readingମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଲା

ଲୋକସଭା ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ, ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ଏଏନଏସ୍): କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ପଦ ଫେରିପାଇଛନ୍ତି। ଲୋକସଭା ସଚିବାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ, ୨୦୧୯ର ଏହି ନିର୍ବାଚନୀ ସଭାରେ ମୋଦି ସାଙ୍ଗିଆକୁ ନେଇ କଟୁକ୍ତି ପ୍ରକାଶ କରିଥିବା ରାହୁଲଙ୍କ ବିରୋଧରେ ରାୟ ପ୍ରକାଶ…

Continue Readingଲୋକସଭା ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ, ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ବୁଡ ପକାଇବାକୁ ଯାଇ ନଦୀରେ ବୁଡିଗଲେ କାଉଡିଆ, ୨ ନିଖୋଜ

ଏଏନ୍ଏସ୍: ଶ୍ରାବଣ ମାସ ଚାଲିଥିବାରୁ ପ୍ରତି ସୋମବାର କାଉଡିଆମାନେ ପାଣି ଭାର ଆଣି ମହାଦେବଙ୍କ ଉପରେ ଢାଳୁଛନ୍ତି । ଆଜି ସୋମବାର ଥିବାରୁ ପାଣି ଆଣିବାକୁ ଯାଇ ନଦୀରେ ବୁଡ ପକାଇବା ବେଳେ ୩ କାଉଡିଆ ବୁଡିଯାଇଛନ୍ତି । ଏଭଳି ଘଟଣା…

Continue Readingବୁଡ ପକାଇବାକୁ ଯାଇ ନଦୀରେ ବୁଡିଗଲେ କାଉଡିଆ, ୨ ନିଖୋଜ

୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୧ ଗିରଫ

ଭଦ୍ରକ (ଏଏନ୍ଏସ୍): ଗତକାଲି ଭଦ୍ରକ ଗ୍ରାମାଂଚଳ ପୁଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ରମ୍ବିଳା ଛକ ନିକଟରେ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ସୂଚନା ଅନୁସାରେ, ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲେଶ୍ଵର ଆଡୁ ଦୁଇଜଣ…

Continue Reading୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୧ ଗିରଫ

ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ବିଭିନ୍ନ ଜିଲ୍ଲାରୁ ସଦସ୍ୟ

ଭୁବନେଶ୍ୱର (ଏଏନ୍ଏସ୍): ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ତୁଷାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାର ରଂଜନ ପଣ୍ଡା, ଉପସଭାପତି…

Continue Readingଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ବିଭିନ୍ନ ଜିଲ୍ଲାରୁ ସଦସ୍ୟ

85 ବର୍ଷ ବୟସ୍କା ମହିଳାଙ୍କୁ ପିଟିପିଟି ହତ୍ୟା

ଏଏନ୍ଏସ୍: ରାଜସ୍ଥାନର ଉଦୟପୁରର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାର ଲାଗିଛି। ଯେଉଁଥିରେ ଜଣେ 60 ବର୍ଷ ବୟସ୍କ ବ୍ୟକ୍ତି 85 ବର୍ଷ ବୟସ୍କା ମହିଳାଙ୍କୁ ଛତାରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏହି ଆକ୍ରମଣରେ ମହିଳା କଲ୍କି ବାଇ ଗମେତିଙ୍କ…

Continue Reading85 ବର୍ଷ ବୟସ୍କା ମହିଳାଙ୍କୁ ପିଟିପିଟି ହତ୍ୟା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରମିକ ନେତା

ଏଏନ୍ଏସ: ରାଜ୍ୟରେ ଶ୍ରମିକମାନଙ୍କ ସମସ୍ୟା ଲାଗିରହିଛି l ବିଭିନ୍ନ ସମୟରେ ଶ୍ରମିକ ମାନଙ୍କ ଅନେକ ଅସୁବିଧା ସାମ୍ନାକୁ ଆସୁଛି l କାମ ଅଭାବରୁ ଅନେକ ଲୋକ ହଇରାଣ ହରକତ ହେଉଥିବା ବେଳେ କିଛି ଲୋକ କାମ ନପାଇ ଅନ୍ୟ ରାଜ୍ୟକୁ ଦାଦନ…

Continue Readingମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରମିକ ନେତା

୫୦ ଫୁଟ୍ ଘାଇ ତଳକୁ ଖସିଲା ଟ୍ରକ୍, ୧ ମୃତ ୧ ଗୁରୁତର

ଏଏନ୍ଏସ: ଭାରସାମ୍ୟ ହରାଇ ୫୦ ଫୁଟ ଘାଇ ତଳକୁ ଖସିଲା ଟ୍ରକ୍। ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ। ସୂଚନା ଅନୁସାରେ ଏହି ଟ୍ରକଟି ଆଜି କଲିକତାରୁ କେନ୍ଦୁଝର…

Continue Reading୫୦ ଫୁଟ୍ ଘାଇ ତଳକୁ ଖସିଲା ଟ୍ରକ୍, ୧ ମୃତ ୧ ଗୁରୁତର

OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ଧରାପଡ଼ିଲେ ଆଉ ୮ ଅଭିଯୁକ୍ତ, ଗିରଫଦାରୀ ସଂଖ୍ୟା ୨୫କୁ ବୃଦ୍ଧି

ଏଏନଏସ୍: OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏମାନଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ପୂର୍ବରୁ ମାଷ୍ଟରମାଇଣ୍ଡ ସମେତ ୧୭ ଜଣ ଗିରଫ ହୋଇଥିଲେ।…

Continue ReadingOSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ଧରାପଡ଼ିଲେ ଆଉ ୮ ଅଭିଯୁକ୍ତ, ଗିରଫଦାରୀ ସଂଖ୍ୟା ୨୫କୁ ବୃଦ୍ଧି