ଗର୍ଭଗୃହରେ ବିରାଜମାନ ହେଲେ ରାମଲାଲା, ସାମ୍ନାକୁ ଆସିଲା ପ୍ରଥମ ଫଟୋ 

ଗୁରୁବାର ଦିନ ଗଣେଶଙ୍କ ପୂଜାରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆନୁଷ୍ଠାନିକ ରୀତିନୀତିରୁ ଆରମ୍ଭ ହୋଇଥିଲା। ଗଣେଶ, ଅମ୍ବିକା ଏବଂ ତୀର୍ଥ ପୂଜା ଦ୍ୱିପ୍ରହର ୧.୨୦ରୁ ଆରମ୍ଭ କରାଯାଇଥିଲା।

Continue Readingଗର୍ଭଗୃହରେ ବିରାଜମାନ ହେଲେ ରାମଲାଲା, ସାମ୍ନାକୁ ଆସିଲା ପ୍ରଥମ ଫଟୋ 

ଭୁଲ୍ ରେ ବି ଏସବୁ ଜିନିଷ କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ, ଦେଖାଯାଏ ଅନେକ ସମସ୍ୟା 

ବାସ୍ତୁ ଶାସ୍ତ୍ର ଶକ୍ତି ଉପରେ ଆଧାରିତ। ଆର୍ଥିକ ସ୍ଥିତି, ସୁଖ ଏବଂ ସମୃଦ୍ଧି ପାଇଁ ବାସ୍ତୁରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଉଲ୍ଲେଖ ରହିଛି। ବାସ୍ତୁ ନିୟମ ମାନିବା ଦ୍ୱାରା ଜୀବନ ସୁଖମୟ ମଧ୍ୟ ହୋଇଥାଏ।

Continue Readingଭୁଲ୍ ରେ ବି ଏସବୁ ଜିନିଷ କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ, ଦେଖାଯାଏ ଅନେକ ସମସ୍ୟା 

ବିଶ୍ୱର ପ୍ରଥମ ଗଣେଶ ମନ୍ଦିର, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ 

ଭାରତରେ ଅନେକ ମନ୍ଦିର ରହିଛି | ପ୍ରତ୍ୟେକ ମନ୍ଦିରର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଛି | ସେହିଭଳି ଭଗବାନ ଗଣେଶଙ୍କ ଏଭଳି ଏକ  ମନ୍ଦିର ରହିଛି, ଯାହା  ଅନେକ କ୍ଷେତ୍ରରେ ଅନନ୍ୟ ଅଟେ।

Continue Readingବିଶ୍ୱର ପ୍ରଥମ ଗଣେଶ ମନ୍ଦିର, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ 

ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ, ଜୀବନରେ ଦେଖାଯିବ ସୁଖ ଓ ସମୃଦ୍ଧତା 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୈନନ୍ଦିନ ଜୀବନରେ ଏହି କାର୍ଯ୍ୟକୁ ସାମିଲ କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧତା ଦେଖାଯାଇଥାଏ । ତେବେ ଜାଣି ରଖନ୍ତୁ ସକାଳୁ ଉଠିବା ମାତ୍ରେ କେଉଁ ଉପାୟ କରିବା ଉଚିତ୍।

Continue Readingସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ, ଜୀବନରେ ଦେଖାଯିବ ସୁଖ ଓ ସମୃଦ୍ଧତା 

ଶିବ ପୁରାଣର ରୋଚକ କଥା , କାହିଁକି ହୋଇଥାଏ ସମୁଦ୍ର ପାଣି ଲୁଣିଆ ?

ଶିବ ପୁରାଣ ଅନୁସାରେ ଏକଦା ମା ପାର୍ବତୀ ମହାଦେବଙ୍କୁ ପାଇବା ପାଇଁ କଠୋର ତପସ୍ୟା କରୁଥିଲେ l ଏବଂ ତାଙ୍କ ତପସ୍ୟାର ପ୍ରଭାବ ଏତେ ଗମ୍ଭୀର ପ୍ରଭାବ ପକାଇଥିଲା ଯେ ଦେବଲୋକର ଥିବା ସମସ୍ତ ଦେବତା ମାନଙ୍କର ଆସନ ହଲିବାକୁ ଲାଗିଥିଲା…

Continue Readingଶିବ ପୁରାଣର ରୋଚକ କଥା , କାହିଁକି ହୋଇଥାଏ ସମୁଦ୍ର ପାଣି ଲୁଣିଆ ?

ବର୍ଷର ସବୁଠୁଁ ଛୋଟ ଦିନ ଡିସେମ୍ବର ୨୨

ଆସନ୍ତାକାଲି ହେବ ବର୍ଷର ସବୁଠୁ ଛୋଟ ଦିନ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ।

Continue Readingବର୍ଷର ସବୁଠୁଁ ଛୋଟ ଦିନ ଡିସେମ୍ବର ୨୨

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ପାଟ ପଟୁଆରରେ ଶ୍ରୀଜଗ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର 

ଆସନ୍ତା ଜାନୁଆରୀ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି।

Continue Readingଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ପାଟ ପଟୁଆରରେ ଶ୍ରୀଜଗ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର 

ଜାତକରେ ମାଙ୍ଗଳିକ ଦୋଷ ରହିଛି କି ? ଆପଣାନ୍ତୁ ଏହି ୫ଟି ଉପାୟ

ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁଯାୟୀ, କୁଣ୍ଡଳିରେ ମଙ୍ଗଳ ଗ୍ରହର ଅସନ୍ତୁଳନ ଯୋଗୁଁ ମାଙ୍ଗଳିକ ଦୋଷ ଉତ୍ପନ୍ନ ହୋଇଥାଏ । ଏହା ବ୍ୟକ୍ତିଙ୍କ ରାଶିଫଳରେ ମଙ୍ଗଳ ଗ୍ରହର ସ୍ଥିତି ଉପରେ ମଧ୍ୟ ନିର୍ଭର କରେ ।

Continue Readingଜାତକରେ ମାଙ୍ଗଳିକ ଦୋଷ ରହିଛି କି ? ଆପଣାନ୍ତୁ ଏହି ୫ଟି ଉପାୟ

ଶିବଲିଙ୍ଗରେ ଅର୍ପଣ କରନ୍ତୁ ଶମି ପତ୍ର, ପୂରଣ ହେବ ମନୋକାମନା 

ଭଗବାନ ଶିବଙ୍କୁ ଦେବଙ୍କ ଦେବ ମହାଦେବ କୁହାଯାଏ । କୁହାଯାଏ କି ଶିବ ଶଙ୍କର ସ୍ୱଭାବରେ ବହୁତ କୋମଳ ଓ ଦୟାଳୁ ହୋଇଥାନ୍ତି ।  ଭଗବାନ ଶିବଙ୍କୁ  ନିଷ୍ଠାର ସହ ପୂଜା କଲେ ବହୁତ ଜଲଦି ଭକ୍ତର ମନୋସ୍କାମନା ପୂରଣ କରିଥାନ୍ତି |

Continue Readingଶିବଲିଙ୍ଗରେ ଅର୍ପଣ କରନ୍ତୁ ଶମି ପତ୍ର, ପୂରଣ ହେବ ମନୋକାମନା 

ଭୁଲରେ ବି ସୋମବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ସାମ୍ନା କରିବାକୁ ପଡ଼ିପାରେ ଏହିସବୁ ସମସ୍ୟା 

ବିଶ୍ବାସ ରହିଛି, ସୋମବାର ଦିନ ନିଷ୍ଠାର ସହ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।

Continue Readingଭୁଲରେ ବି ସୋମବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ସାମ୍ନା କରିବାକୁ ପଡ଼ିପାରେ ଏହିସବୁ ସମସ୍ୟା