You are currently viewing ମା’ ହେଲେ ନେହା ଧୁପିଆ

ମା’ ହେଲେ ନେହା ଧୁପିଆ

ମୁମ୍ବାଇ,୦୪/୧୦: ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କଲେ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ । ନେହା ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ନେହାଙ୍କ ସ୍ୱାମୀ ଅଙ୍କଦ ବେଦୀ । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିବା ସହ ଲେଖିଛନ୍ତି ଯେ ଭଗବାନ ତାଙ୍କୁ ଏକ ପୁତ୍ର ସନ୍ତାନ ଦେଇଛନ୍ତି । ଏହାସହ ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଥିବା କହିଛନ୍ତି । ୨୦୧୮ ରେ ନେହା ଧୁପିଆ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ କନ୍ୟା ମେହେର ମଧ୍ୟ ଅଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।