You are currently viewing ‘ଦୁର୍ଗତିନାଶିନୀ’ର ଟିଭି ପ୍ରିମିୟର

‘ଦୁର୍ଗତିନାଶିନୀ’ର ଟିଭି ପ୍ରିମିୟର

ଜୀ ସାର୍ଥକ ତୃତୀୟ ଅବଦାନ ‘ଦୁର୍ଗତିନାଶିନୀ’ ଖୁବ୍ ଶୀଘ୍ର ପରଦାକୁ ଆସୁଛି । ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଟେଲିଭିଜନ ପ୍ରିମିୟରରେ ପ୍ରସାରିତ ହେବ। ମୁଖ୍ୟ ଭୂମିକାରେ ରହିଛନ୍ତି ଅର୍ଚ୍ଚିତା ସାହୁ। ଏକ ସତ୍ୟ ଘଟଣା ଉପରେ ଆଧାରିତ । ଫିଲ୍ମଟି ଅଧର୍ମ ଉପରେ ଧର୍ମର ଜୟ ଉପରେ ଆଧାରିତ । ଚଳଚ୍ଚିତ୍ରଟି ଅକ୍ଷୟ ପରିଜା ଦ୍ବାରା ନିର୍ମିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି । ଅର୍ଚ୍ଚିତା ଏଥିରେ ଜଣେ ଦକ୍ଷ ପୁଲିସ୍ ଅଫିସର ଭୂମିକାରେ ନଜର ଆସିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।