You are currently viewing ଆଜି ଦେଶରେ  ୧୬ ହଜାର ୫୦୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଦେଶରେ ୧୬ ହଜାର ୫୦୪ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ଦେଶରେ ଦିନକରେ ୧୬ ହଜାର ୫୦୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୩ ଲକ୍ଷ ୪୦ ହଜାର ୪୬୯କୁ ବୃଦ୍ଧି ପାଇଛି | ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୧୪ ଜଣଙ୍କ ଜୀବନ,ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୬୪୯କୁ ବୃଦ୍ଧି ପାଇଛି |ଏବେ ସୁଦ୍ଧା ଦେଶରେ ମୋଟ ଆକ୍ଟିଭ କେସ୍- ୨,୪୩,୯୫୩, ସୁସ୍ଥ-୯୯,୪୬,୮୬୭,ରହିଛି | ଯାହା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।