You are currently viewing ଏଣିକି ୧୮ ନୁହେଁ,୨୧

ଏଣିକି ୧୮ ନୁହେଁ,୨୧

ନୂଆଦିଲ୍ଲୀ ୧୬/୧୨: ଦେଶରେ ଝିଅ ମାନଙ୍କ ବିବାହ ବୟସକୁ ୧୮ ପରିବର୍ତ୍ତେ ୨୧ ବର୍ଷ ରଖିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ସୂଚନା ମୁତାବକ  ଆଗରୁ ଝିଅଙ୍କ ବିବାହ ବୟସ ୧୮ ଓ ପୁଅଙ୍କ ବିବାହ ବୟସ ୨୧ ଥିଲା । ଏଣିକି ଝିଅଙ୍କ ପାଇଁ ବିବାହ ବୟସ  ୨୧ ବର୍ଷକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର କ୍ୟାବିନେଟ ନିଷ୍ପତି ନେଇଛନ୍ତି । ତେଣୁ ଆଗରୁ ପ୍ରଚଳିତ ଥିବା ଝିଅଙ୍କ ବିବାହ ବୟସ ୧୮ ବର୍ଷକୁ ରଦ୍ଧ କରାଯାଇଛି ।   

ଅନ୍ୟମାନଙ୍କୁ ଜଣାନ୍ତୁ।