You are currently viewing ଦେଶରେ ୩ଲକ୍ଷ ମୁହାଁ ହେଲା ଦୈନିକ ସଂକ୍ରମଣ

ଦେଶରେ ୩ଲକ୍ଷ ମୁହାଁ ହେଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ-୨୧,୦୪,୨୦୧୧, ଦେଶରେ ୩ଲକ୍ଷ ମୁହାଁ ହେଲା ଦୈନିକ ସଂକ୍ରମଣ | ଦେଶରେ ଦିନକରେ ୨ ଲକ୍ଷ ୯୫ ହଜାର ୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ କରୋନା ନେଲା ୨,୦୨୩ ଜୀବନ | କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୨୧,୫୭,୫୩୮, ସୁସ୍ଥ- ୧,୩୨,୭୬,୦୩୯ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।