You are currently viewing ଦେଶରେ କରୋନା ନେଲା ୨୩୬ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୨୩୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୨୯/୧୧: ଦେଶରେ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୩୦୯ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୬୮,୭୯୦ରେ ପହଞ୍ଚିଛି। ସକ୍ରିୟ ମାମଲା ୧୦୩୮୫୯ ଟି ରହିଥିବା ବେଳେ ୩୪୦୦୮୧୮୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।