You are currently viewing ଦେଶରେ କରୋନା ନେଲା ୨୭୮ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୨୭୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୦୬/୧୦: ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୮୩୩ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୯୫୩୮ରେ ପହଞ୍ଚିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୩୮୭୧୮୮୧ ରେ ପହଞ୍ଚିଛି । ସକ୍ରିୟ ମାମଲା ୨୪୬୬୮୭ଟି ରହିଥିବା ବେଳେ ୩୩୧୭୫୬୫୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ସୂଚନା ଦେଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।