You are currently viewing ଦେଶରେ କରୋନା ନେଲା ୨୮୯ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୨୮୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୧୮/୧୨: ଦେଶରେ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭,୧୪୫ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୭୭,୧୫୮ରେ ପହଞ୍ଚିଛି। ସମୁଦାୟ ସଂକ୍ରମିତଙ୍କ  ସଂଖ୍ୟା ୩,୪୭,୩୩,୧୯୪ରେ ପହଞ୍ଚିଛି। ସକ୍ରିୟ ମାମଲା ୮୪,୫୬୫ଟି ରହିଥିବା ବେଳେ ୩,୪୧,୭୧,୪୭୧ ୯ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।