You are currently viewing ଦେଶରେ କରୋନା ନେଲା ୩୧୮ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୩୧୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୦୭/୧୦: ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨୪୩୧ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୯୮୫୬ରେ ପହଞ୍ଚିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୩୮୯୪୩୧୨ରେ ପହଞ୍ଚିଛି । ସକ୍ରିୟ ମାମଲା ୨୪୪୧୯୮ଟି ରହିଥିବା ବେଳେ ୩୩୨୦୦୨୫୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।