You are currently viewing ଦେଶରେ କରୋନା ନେଲା ୩୩୨ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୩୩୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୦୯/୧୧: ଦେଶରେ ୨୪ ଘଣ୍ଟାରେ ୩୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ  କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୬୧ ହଜାର ୩୮୯ରେ ପହଞ୍ଚିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୪୩୭୭୧୧୩ ରେ ପହଞ୍ଚିଛି । ସକ୍ରିୟ ମାମଲା ୧୪୦୬୩୮ଟି ରହିଥିବା ବେଳେ ୩୩୭୭୫୦୮୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।