You are currently viewing ଦେଶରେ କରୋନା ନେଲା ୬୬୬ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୬୬୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୨୩/୧୦: ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୩୨୬ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୪ ଲକ୍ଷ ୫୩ ହଜାର ୭୦୮ରେ ପହଞ୍ଚିଛି । ସେହିପରି ସ୍ରଂମିତଙ୍କ ସଂଖ୍ୟା ୩କୋଟି ୪୧ ଲକ୍ଷ ୫୯ ହଜାର ୫୬୨ରେ ପହଁଚିଛି । ସକ୍ରିୟ ମାମଲା ୧୭୩୭୨୮ ଟି ରହିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।