You are currently viewing ଝାଡ଼ଖଣ୍ଡରେ ଆଇଇଡି ବିସ୍ଫୋରଣ; ୨ ଯବାନ ଶହୀଦ୍

ଝାଡ଼ଖଣ୍ଡରେ ଆଇଇଡି ବିସ୍ଫୋରଣ; ୨ ଯବାନ ଶହୀଦ୍

ଝାଡ଼ଖଣ୍ଡ, ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ହୋୟାହାତୁ ଗ୍ରାମରେ ଆଇଇଡି ବିସ୍ଫୋରଣ ହୋଇଛି । ଆଜି ସକାଳ ୮.୪୫ ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ବିସ୍ଫୋରଣରେ ୨ ଯବାନ ଶହୀଦ୍ ହେବା ସହ ୩ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି । ସୂଚନା ଅନୁସାରେ, ଝାଡଖଣ୍ଡର ପଶ୍ଚିମ ସଂହଭୂମି ଜିଳ୍ଲାରେ ମାଓବାଦୀମାନଙ୍କ ଦ୍ୱାରା ଆଇଇଡି ପ୍ଲାଣ୍ଟ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।