You are currently viewing ଭାରତ ଆମେରିକା ଟୁ ପ୍ଳସ ଟୁ ବୈଠକ ଅନୁଷ୍ଠିତ

ଭାରତ ଆମେରିକା ଟୁ ପ୍ଳସ ଟୁ ବୈଠକ ଅନୁଷ୍ଠିତ

ଭାରତ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ନୂଆ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ହୋଇଯାଇଛି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ଓ ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପେଓ ଓ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଥିଲେ । ଦୁଇ ଦେଶ ମଧ୍ୟରେ ବେଶିକ ଏକ୍ସଚେଞ୍ଜ ଆଣ୍ଡ କୋପରେଶନ ଏଗ୍ରିମେଣ୍ଟ ଉପରେ ସହମତି ପ୍ରକାଶ କରିଛନ୍ତି । ସେମାନେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ ଆହ୍ୱାନ ଉପରେ ଆଲୋଚନା କରିଥିଲେ ଏବଂ ସମସ୍ତ ଡେମୋନରେ ଦକ୍ଷତା ବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ ଯାହାଦ୍ୱାରା ନିରାପଦ, ସ୍ଥିର ଏବଂ ନିୟମ ଆଧାରିତ ଆଞ୍ଚଳିକ ତଥା ବିଶ୍ୱ ନିରାପତ୍ତା ନିଶ୍ଚିିତ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।