You are currently viewing ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ଲଞ୍ଚ କଲା ଇସ୍ରୋ

ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ଲଞ୍ଚ କଲା ଇସ୍ରୋ

ନୂଆଦିଲ୍ଲୀ (22.4.23):ବିଶ୍ୱ ଦେଖିଲା ଇସ୍ରୋର କମାଲ । ସିଙ୍ଗାପୁରର ଦୁଇଟି ଉପଗ୍ରହକୁ ନେଇ ଇସ୍ରୋର ‘ପିଏସଏଲଭି-ସି ୫୫’ ଶନିବାର ଉଡାଣ ଭରିଛି । ସମାଚାର ଏଜେନ୍ସି ପିଟିଆଇରୁ ମିଳିଥିବା ସୂଚନା ମୁତାବକ, ଶନିବାର ଦ୍ୱିପହର ୨ଟା ୧୯ ମିନିଟ ସମୟରେ ଏହି ରକେଟ୍ ଲଞ୍ଚ ହୋଇଥିଲା । ତେବେ ଏହି ରକେଟରେ ସିଙ୍ଗାପୁରର ଦୁଇଟି ବଡ ସାଟେଲାଇଟ୍ ଓ ଗୋଟିଏ ଇନ ହାଉସ୍ ପ୍ଲାଟଫର୍ମ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।