You are currently viewing କୋର୍ଟରେ କହ୍ନେୟା

କୋର୍ଟରେ କହ୍ନେୟା

ନୂଆଦିଲ୍ଲୀ, ପଟିଆଲା ହାଉସ କୋର୍ଟରେ ହାଜର ହୋଇଛନ୍ତି ଜେଏନୟୁ ଦେଶଦ୍ରୋହ ମାମଲାରେ ଅଭିଯୁକ୍ତ ହୋଇ ବିଚାର ବିଭାଗ ହାଜତରେ ଥିବା କହ୍ନେୟା କୁମାର ।

କହ୍ନେୟାଙ୍କ ସମେତ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିବା ଜଣାପଡିଛି । ସବୁ ଅଭିଯୁକ୍ତଙ୍କ ଚାର୍ଜସିଟ କୋର୍ଟରେ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।