You are currently viewing ପ୍ରଧାନମନ୍ତ୍ରୀ ପଦରୁ ମୋଦିଙ୍କ ଇସ୍ତଫା : ଜୁନ ୮ରେ ଶପଥ ଗ୍ରହଣ କରିବା ନେଇ ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ପଦରୁ ମୋଦିଙ୍କ ଇସ୍ତଫା : ଜୁନ ୮ରେ ଶପଥ ଗ୍ରହଣ କରିବା ନେଇ ଚର୍ଚ୍ଚା

ଏଏନଏସ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି । ଜୁନ ୮ରେ ଶପଥ ଗ୍ରହଣ କରିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଭିତରେ ମୋଦି ରାଷ୍ଟପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଏହି ଇସ୍ତଫା ପତ୍ର ଗ୍ରହଣ କବିବା ସହ ନୂତନ ସରକାର ଦ୍ୱାୟିତଭାର ଗ୍ରହଣ କରିବା ପର୍ଯ୍ୟନ୍ତ ମୋଦିଙ୍କ ମନ୍ତ୍ରୀମଣ୍ଡଳ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।

୨୯୨ଟି ଆସନ ଜିତିବା ପରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି ।ଯଦି ଏନଡିଏ ସରକାର ଗଠନ କରେ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବାର ମୋଦୀ ଦ୍ୱିତୀୟ ନେତା ହେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।