You are currently viewing ନେପାଳ ବଡ ବମାନ ଦୁର୍ଘଟଣା : ଉଡାଣ ବେଳେ ବିମାନରେ ଲାଗିଲା ନିଆଁ, ୧୯ଯାତ୍ରୀ ଥିବା ସୂଚନା

ନେପାଳ ବଡ ବମାନ ଦୁର୍ଘଟଣା : ଉଡାଣ ବେଳେ ବିମାନରେ ଲାଗିଲା ନିଆଁ, ୧୯ଯାତ୍ରୀ ଥିବା ସୂଚନା

ଏଏନଏସ : ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା । ଉଡାଣ ବେଳେ ହଠାତ୍ ବିମାନରେ ଲାଗିଗଲା ନିଆଁ । ନେପାଳ ରାଜଧାନୀ କାଠମାଣ୍ଡୁ ତ୍ରିଭୁବନ ଆନ୍ତର୍ଜାତିୟ ବିମାନବନ୍ଦରରେ ଏକ ଯାତ୍ରୀବାହୀ ବିମାନ ଉଡାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସୂଚନା ଅନୁଯାୟୀ, ଏହି ବିମାନରେ ୧୯ଜଣ ଯାତ୍ରୀ ଥିଲେ । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ କେତେ ଜଣ ଆହତ ଗୁରୁତର ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।