You are currently viewing ଓଲଟିଲା ତୀର୍ଥଯାତ୍ରୀ ବସ;25 ଯାତ୍ରୀ ଆହତ

ଓଲଟିଲା ତୀର୍ଥଯାତ୍ରୀ ବସ;25 ଯାତ୍ରୀ ଆହତ

ଭଦ୍ରକ ଜ଼ିଲ୍ଲା ଭଣ୍ଡାରିପୋଖରୀ 16 ନମ୍ବର ଜାତୀୟ ରାଜପଥ  ଭଣ୍ଡାରିପୋଖରୀ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟ ରେ ଭାରସାମ୍ୟ ହରାଇ ଓଲଟିଲା ତିଥି ଯାତ୍ରୀବାହୀ ବସ । ଏଥି ସହିତ ବସ ଟି ପଶ୍ଚିମବଙ୍ଗ ରୁ ପୁରୀ ତିଥି ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ବେଳେ କୈଣସି କାରଣ ଯୋଗୁଁ ଓଲଟିଲା ବସ ।ଏଥିରେ  25 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ 6 ଜଣ ଯାତ୍ରୀ ଗୁରୁତର ଅଛନ୍ତି ଆହତ ମାନଙ୍କୁ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ମେଡିକାଲ କୁ ନେଇଥିବା ବେଳେ ଗୁରୁତର ଯାତ୍ରୀ ମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇ ଥିବାର ଦେଖିବାକୁ ମିଳିଛି

ଅନ୍ୟମାନଙ୍କୁ ଜଣାନ୍ତୁ।