You are currently viewing ଗୁହାଳରେ ନିଆଁ ଲାଗି ଜଳିଗଲେ ୨ ଗାଈ ଓ ୩୨ ଛେଳି

ଗୁହାଳରେ ନିଆଁ ଲାଗି ଜଳିଗଲେ ୨ ଗାଈ ଓ ୩୨ ଛେଳି

  • Post category:ଓଡିଶା
  • Reading time:1 mins read

ଜଳେଶ୍ୱର (5.2.23): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଆଡିନଗା ଗାଁରେ ଅଘଟଣ। ଗୁହାଳରେ ନିଆଁ ଲାଗି ଜଳିଗଲେ ୨ ଗାଈ ଓ ୩୨ ଛେଳି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅନ୍ୟ ୫ଟି ଗାଈକୁ ଉଦ୍ଧାର କରାଯାଇଛି। ପରେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଛନ୍ତି ସ୍ଥାନୀୟ ଲୋକେ।

ଅନ୍ୟମାନଙ୍କୁ ଜଣାନ୍ତୁ।