You are currently viewing ଦେଶରୁ ୭୧୯, ଓଡ଼ିଶାରୁ ୨୮ ଡାକ୍ତରଙ୍କ ଜୀବନ ନେଲାଣି କରୋନା

ଦେଶରୁ ୭୧୯, ଓଡ଼ିଶାରୁ ୨୮ ଡାକ୍ତରଙ୍କ ଜୀବନ ନେଲାଣି କରୋନା

ଭୁବନେଶ୍ୱର-୧୨.୦୬.୨୦୨୧, କରୋନା ସଂକ୍ରମଣ ଦ୍ବିତୀୟ ଲହର ଅତ୍ୟଧିକ ଭୟାନକ । ଏପର୍ଯ୍ୟନ୍ତ ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଏହା ସହ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ତେବେ କରୋନା କାଳରେ କରୋନା ମହାମାରୀ ସହ ସମ୍ମୁଖରୁ ଲଢେଇ କରୁଥିବା ଅନେକ ଡାକ୍ତରଙ୍କ ମଧ୍ୟ ଜୀବନ ନେଇସାରିଲାଣି କରୋନା। ଇଣ୍ଡିଆନ ମେଡିକାଲ ଆସୋସିଏସନର ସୂଚନା ଅନୁସାରେ କରୋନା ମହାମାରୀର ଦ୍ବିତୀୟ ଲହର ଦେଶରେ ୭୧୯ ଡାକ୍ତରଙ୍କ ଜୀବନ ନେଇଛି । ଏଥିମଧ୍ୟରୁ ବିହାରରେ ସର୍ବାଧିକ ୧୦୯ ଡାକ୍ତରଙ୍କ ମୃତ୍ୟୁ ଏବଂ ଦିଲ୍ଲୀରେ ୧୦୯ ଡାକ୍ତରଙ୍କ ମୃତ୍ୟୁ ଘଟିଛି। । ଓଡ଼ିଶାରୁ ୨୮ ଡାକ୍ତରଙ୍କ ଜୀବନ ନେଇଛି କରୋନା ।

ଅନ୍ୟମାନଙ୍କୁ ଜଣାନ୍ତୁ।