You are currently viewing ବାଲେଶ୍ୱରରେ ଆରମ୍ଭ ହେଲା ଏମସ୍ ଓପିଡି ସେବା

ବାଲେଶ୍ୱରରେ ଆରମ୍ଭ ହେଲା ଏମସ୍ ଓପିଡି ସେବା

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(ଏଏନଏସ)୧୬/୦୪, ବାଲେଶ୍ୱରରେ ପୁନଃ ଓପଡି ସେବା ଆରମ୍ଭ ହେବାକୁ ଯାଉଛି । ଏମସ୍ ନିଜସ୍ୱ ବିଲ୍ଡିଂରେ ଏହି ସେବା ଆରମ୍ଭ ହେବ ବୋଲି ଏମସ୍ ପ୍ରଶାସନିକ ସୁତ୍ରରୁ ପ୍ରକାଶ । ଏଠାରେ ସୂଚନା ଯୋଗ୍ୟଯେ ବାଲେଶ୍ୱର ଜନସାଧାରଣଙ୍କ ଦାବି ଫଳରେ ବାଲେଶ୍ୱର ଠାରେ ସାଟେଲାଇଟ ଓପିଡି ସେବା ଆରମ୍ଭ ହୋଇଥିଲେ ହେଁ ବିଭିନ୍ନ କାରଣ ଯୋଗୁଁ ଏହି ସେବା ବନ୍ଦ ହୋଇଯାଇଥିଲା । ମାତ୍ର ଆଜିଠାରୁ ସାଟେଲାଇଟ ଓପିଡି ସେବା ଆରମ୍ଭ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।