You are currently viewing ବିଜେଡିରୁ କର୍ପୋରେଟ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କଲେ ଅମରେଶ

ବିଜେଡିରୁ କର୍ପୋରେଟ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କଲେ ଅମରେଶ

ଭୁବନେଶ୍ୱର(ଏଏନଏସ)୦୬/୦୩, ରାଜ୍ୟରେ ଏବେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଜାରି ରହିଛି ।
ଅମରେଶ ଚନ୍ଦ୍ର ଜେନା ୪୫ ନଂ ୱାର୍ଡରୁ କର୍ପୋରେଟର ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରି ଛନ୍ତି । ସେ ଶାସକ ବିଜୁ ଜନତା ଦଳରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।