You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୩,୪୨୭ କରୋନା ପଜିଟିଭ ଚିହ୍ନଟ ଏବଂ ୪୨ ମୃତ ।
୨ . ବରିଷ୍ଠ IAS ଅଫିସର ତଥା DPIIT ସଚିବ ଗୁରୁ ପ୍ରସାଦ ମହାପାତ୍ରଙ୍କ ପରଲୋକ। କୋରୋନାରୁ ସୁସ୍ଥ ହେବା ପରେ ହୃଦ୍‌ଘାତରେ ଗୁରୁ ପ୍ରସାଦଙ୍କ ଦେହାନ୍ତ
୩ . କରୋନାରେ ପ୍ରାଣ ହରାଇଲେ ବରିଷ୍ଠ ଆଇପିଏସ ଦେବାଶିଷ ପାଣିଗ୍ରାହୀ।
୪ . କୋଭିଡ କଟକଣା ନମାନି ଭାଇ ବାହାଘରରେ ନାଚିବା ହେଲା ମହଙ୍ଗା, ନିଲମ୍ବିତ ହେଲେ ଯାଜପୁର ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା ।
୫ . ଜୁଲାଇ ପହିଲାରୁ ସମସ୍ତ ସରକାରୀ ଅଫିସରେ ଯୋଗଦେବାକୁ ହେଲେ କର୍ମଚାରୀଙ୍କ ଦୁଇଡୋଜ କରୋନା ଟିକା ବାଧ୍ୟତାମୂଳକ ।
୬ . ଜମିରେ ହଳ କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଗୋଟିଏ ପରିବାରର ୫ ଗୁରୁତର ,ବାଲେଶ୍ବର ଜିଲ୍ଲା ସୋର ଥାନା ଅଇଁରି ନାଥସାହିରେ ଘଟିଛି ଘଟଣା ।
୭ . କେନ୍ଦୁଝର ତୁରୁମୁଙ୍ଗା ଥାନା ପଡ଼ିଆପଶି ଛକରେ ପୋଲିସକୁ ଛୁରାମାଡ଼ କଲେ ୨ ଚୋର , ଏସ୍ଆଇ ଆହତ ।
୮ . କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କୋଦଗାଡ଼ିଆ ମାଟିହଣା ସାହିରେ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କଲେ ସମ୍ପର୍କୀୟ ଦିଅର-ଭାଉଜ ।
୯ . ରାଉଲକେଲା ଚାନ୍ଦିପୋଷ ଥାନା ତାମଡାରୁ ୨୦ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ, ୪ ଗିରଫ ।
୧୦ . ସୋର ପାଇକପଡା ଗାଁରେ ବାପାକୁ ହାଣି ହତ୍ୟା କଲା ପୁଅ ।

ଅନ୍ୟମାନଙ୍କୁ ଜଣାନ୍ତୁ।