You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୩,୦୮୭ କରୋନା ପଜିଟିଭ ଚିହ୍ନଟ ଏବଂ ୪୫ ମୃତ।
୨ . ପୁନରୁଦ୍ଧାର ହୋଇଥିବା ପୁରୀ ରାଜଭବନକୁ ଉଦ‌ଘାଟନ କଲେ ରାଜ୍ୟପାଳ, ଫୋନିରେ ରାଜଭବନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।
୩ . ଟିକା ଅଭାବରୁ ରାଜ୍ୟର ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ।
୪ . ‘କାଟାଗୋରୀ-ଏ’ ଜିଲ୍ଲାରେ ବସ ଚଳାଚଳ ପାଇଁ ଜାରି ହେବ ନୂଆ ଗାଇଡଲାଇନ, ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ।
୫ . ଖୁବଶୀଘ୍ର ଗର୍ଭବତୀଙ୍କୁ ଟିକାକରଣ କରାଯିବ :ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
୬ . ଭୁବନେଶ୍ବରରେ ନାବାଳକକୁ ପୋଲିସର ଗୋଇଠା ମାଡ଼ ଘଟଣାରେ ଅଭିଯୁକ୍ତ PCR ଡ୍ରାଇଭର ନିଲମ୍ବିତ, ଜରିମାନା ଆଦାୟ ପରେ ବି କାହିଁକି ମାଡ ମାରିଲେ ଏନେଇ ତଦନ୍ତ ଜାରି ।
୭ . ହାଇକୋର୍ଟରେ ପହଞ୍ଚିଲା ନକଲି ଔଷଧ କାରବାର ମାମଲା, ଘଟଣାର CBI ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା ଦାଏର ।
୮ . ଆସିକା ପାଟପୁର ଥାନା ଖପରାଗଣ୍ଡା ଗାଁର ଏକ ଵନ୍ଦ ଘରୁ ଦେଢ କ୍ବିଣ୍ଟାଲ ଗଞ୍ଜେଇ ଜଵତ, ଜଣେ ଗିରଫ।
୯ . ବାରିପଦା ବଡସାହି ଥାନା ନୂଆଗାଁରେ ନକଲି ବିଦେଶୀ କାରଖାନା ଠାବ, ଜଣେ ଗିରଫ।
୧୦ .ଭୁବନେଶ୍ବର ଜୟଦେବ ବିହାର ଛକରେ ଜଳିଗଲା ପିକ୍‌ ଅପ ଭ୍ୟାନ୍‌, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗର କର୍ମଚାରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।