You are currently viewing ANS SUPERFAST 2@10

ANS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧.ଆଜି ରାଜ୍ୟରୁ ୬୩୮ କରୋନା ପଜିଟିଭ ଚିହ୍ନଟ ଏବଂ ୭ ମୃତ ।
୨.ପାନୀୟଜଳ ପ୍ରକଳ୍ପ ନିର୍ମାଣ ନେଇ ଗୃହରେ ଉଦ୍‌ବେଗ:ବାଚସ୍ପତିଙ୍କ ନିର୍ଦ୍ଦେଶ, ‘ଯେଉଁଠି ସମସ୍ୟା ଅଛି ସାମାଧାନ କରାଯାଉ’ ।
୩.ମୂର୍ତ୍ତି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।
୪.ଚିଟ୍‌ଫଣ୍ଡ ସ୍କାମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ ।
୫. ଓଡିଶାରେ ମାଣ୍ଡା ମଇଁଷିକୁ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ।
୬. ସାରା ରାଜ୍ୟରେ ଲଘୁଚାପ ବର୍ଷା ,୬ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ।
୭. ପାଟ୍ରୋଲିଂ ବେଳେ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,୨ ଗିରଫ ।
୮. ପୁରୀ ଶ୍ରୀମନ୍ଦିରରେ ଘଟିଛି ଅଭାବନୀୟ ଘଟଣା, ଗର୍ଭଗୃହକୁ ପଶି ସିଂହାସନ ଛୁଇଁଲେ ଭକ୍ତ ।
୯.ଚାଷୀ ଆତ୍ମହତ୍ୟା ନେଇ ସରଗମ ଆଲୋଚନା, ମନ୍ତ୍ରୀଙ୍କ ବିବୃତ୍ତି ଉପରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ।
୧୦. ଶୂନ୍ୟକାଳରେ ଉଠିଲା ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗ,ତଦନ୍ତର ଶିଥୀଳତା ନେଇ ପ୍ରଶ୍ନ ଉଠାଇଲେ ବିଧାୟକ କେ ନାରାୟଣ ରାଓ ।

ଅନ୍ୟମାନଙ୍କୁ ଜଣାନ୍ତୁ।