You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୧୬୮ କରୋନା ପଜିଟିଭ ଚିହ୍ନଟ ଏବଂ ୮ ମୃତ |
୨. ଆଜି ପବିତ୍ର ମହାଶିବରାତ୍ରୀ; ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ |
୩. ମହାଶିବରାତ୍ରୀ: ଧବଳେଶ୍ୱର ପୀଠରେ ସକାଳ ୫ଟା ରୁ ୨ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି, ବିନା ଭକ୍ତରେ ପୀଠରେ ଜାରି ରହିଛି ବାବାଙ୍କ ସ୍ୱତନ୍ତ୍ର ନୀତିକାନ୍ତି ।
୪. ମାର୍ଚ୍ଚ ଗାଇଡ୍‌ଲାଇନ୍‌ ଜାରି, ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶକୁ ଅନୁମତି, ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ଉପରେ କଟକଣା |
୫. ଗଜପତି ଗାରବନ୍ଧ ଥାନା ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ ଗାଧୋଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡି ୨ ଯୁବକ ମୃତ ।
୬. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରୁ ଚୋରା ମଦ ବୋଝେଇ କଣ୍ଟେନର ଜବତ, ତିନି ଜଣ ଗିରଫ |
୭. ଭୁବନେଶ୍ୱରରୁ କଲିକତା ଯାଉଥିବାବେଳେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍‌, ୧୩ ଗୁରୁତର |
୮. ଅନୁଗୁଳ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ଟ୍ରକକୁ ପଛପଟୁ ପିଟିଲା କାର୍‌, ୫ ମୃତ |
୯. ଝାରସୁଗୁଡା ବିଟିଏମ ସ୍ଥିତ ଏକ ଘରୁ ଆଠ କେଜି ୫ଶହ ଗ୍ରାମ ଗଂଜେଇ ଜବତ କଲା ଅବକାରୀ ବିଭାଗ, ୨ ଗିରଫ |
୧୦. ଆଠମଲ୍ଲିକ ଥାନା ନୂଆମାଣତିର ଗାଁରେ ବିଦ୍ୟୁତ୍ ଆଘାତ ଲାଗି ଯୁବକ ମୃତ |

ଅନ୍ୟମାନଙ୍କୁ ଜଣାନ୍ତୁ।