You are currently viewing ବିଇଓଙ୍କୁ ଗୋଡାଇ ଗୋଡାଇ ମାଡ

ବିଇଓଙ୍କୁ ଗୋଡାଇ ଗୋଡାଇ ମାଡ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର (ଏଏନଏସ) ୧୨/୦୯,ବାଲେଶ୍ୱର ଜିଲ୍ଲା ତେଣ୍ଟେଇ ଭିକାରୀ ଚରଣ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ବିଶ୍ୱାଳଙ୍କୁ ବଦଳି ନକରିବା ଦାବିରେ ସୋର ବ୍ଲକ ଶିକ୍ଷାଧିକାରୀଙ୍କୁ ଗୋଡାଇ ଗୋଡାଇ ମାଡ ମାରିଛନ୍ତି ଗ୍ରାମବାସୀ । ବ୍ଲକରୁ ମିଳିତ ଜନଶୁଣାଣି ସାରି ଫେରୁଥିବା ବେଳେ ବ୍ଲକ ଫାଟକ ନିକଟରେ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣରେ ଶିକ୍ଷାଧିକାରୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ତେଣ୍ଟେଇ ଗାଁର କିଛି ଲୋକ ମାଡ ମାରିଥିବା ଅଭିୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାାଇଛି । ଆକ୍ରମଣର ୍ରକୃତ କାରଣ ଜଣାପଡିନଥିବା ବେଳେ ଘଟଣା ସ୍ଥଳରେ ୋଲିସ ପହଞ୍ଚି ତଦନ୍ତ କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।