You are currently viewing ଭିଜିଲାନ୍ସ ଜାଲରେ ଥାନାଅଧିକାରୀ

ଭିଜିଲାନ୍ସ ଜାଲରେ ଥାନାଅଧିକାରୀ

  • Post category:ଓଡିଶା
  • Reading time:1 mins read

ଉମରକୋଟ(ଏଏନଏସ) ୧୧/୦୭, ଲାଞ୍ଚ ନେଲାବେଳେ ଧରାପଡିଲେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ । ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ । ଟଙ୍କା ନେଇ ଦୌଡି ପଳାଇଯାଉଥିବା ବେଳେ ଲିମରାଜ ପ୍ରଧାନଙ୍କୁ ଗୋଡାଇ ଗୋଡାଇ ଧରିଲେ ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ ଟିମ ଏଥିରେ ସାମିଲ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।