You are currently viewing ସ୍କର୍ପିଓ ଧକ୍କାରେ ବାଇକ୍

ସ୍କର୍ପିଓ ଧକ୍କାରେ ବାଇକ୍

  • Post category:ଓଡିଶା
  • Reading time:1 mins read

ରାଉରକେଲା ୦୬/୦୩, ରାଉରକେଲା ଚାନ୍ଦିପୋଷ ମୁସାବିରା ଜଙ୍ଗଲରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ହୋଇଯାଇଛି ମୃତ । ବାଇକ୍କୁ ସାମ୍ନା ପଟୁ ପିଟିଛି ସ୍କର୍ପିଓ ଗାଡି । ଦୃତ ଗତିରେ ଥିଲା ସ୍କର୍ପିଓ ଗାଡି । ଫଳରେ ଚାଳକ ଭାରସାମ୍ୟ ହରାଇ ପିଟିଥିଲାବାଇକ୍ ଆରୋହୀକୁ । ସ୍କର୍ପିଓରେ ରାଉରକେଲା ବନ ବିଭାଗ ACF ଶୈଳେନ୍ଦ୍ର ସିଂହ ଥିବା ଜଣାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।