You are currently viewing ପ୍ରଶାନ୍ତଙ୍କୁ ମିଳିଲା ନିୟମିତ ଜାମିନ : ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ହୋଇଥିଲେ ଗିରଫ

ପ୍ରଶାନ୍ତଙ୍କୁ ମିଳିଲା ନିୟମିତ ଜାମିନ : ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ହୋଇଥିଲେ ଗିରଫ

ଏଏନଏସ : ଖୋର୍ଦ୍ଧାର ନବ ନିର୍ବାଚିତ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ନିୟମିତ ଜାମିନ। ନିର୍ବାଚିତ ଦିନ ଇଭିଏମ୍ ମେସିନ ଭଙ୍ଗା ରୋଜା ଘଟଣାରେ ଗିରଫ କରିଥିଲା ସ୍ଥାନୀୟ ପୋଲିସ। ସୂଚନାଯୋଗ୍ୟ ବୋଲଗଡ ବ୍ଲକ କାଉଁରୀ ପାଟଣା ସ୍କୁଲ ବଥରେ ଇଭିଏମ ଭଙ୍ଗା ରୋଜା ନେଇ ଥାନାରେ ଏତଲା  ଦେଇଥିଲେ ସମ୍ପୃତ ବୋଥର ପ୍ରିଜାଇଡିଂ ଅଫିସର। ଆଗରୁ ମାନ୍ୟବର ହାଇକୋର୍ଟ  ପ୍ରଶାନ୍ତ ଜଗଦେବଙ୍କୁ ଅନ୍ତିରଣ ଜାମିନ ଦେଇଥିବା ବେଳେ ବର୍ତ୍ତମାନ ଏହାକୁ ନିୟମିତ ଜାମିନରେ ପରିଣତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।