You are currently viewing ଚଳନ୍ତା ବାଇକ୍ ରେ ନିଁଆ

ଚଳନ୍ତା ବାଇକ୍ ରେ ନିଁଆ

  • Post category:ଓଡିଶା
  • Reading time:1 mins read

ମୟୂରଭଞ୍ଜ (ଏ ଏନ୍ ଏସ)୨୦/୧୧, ଜଳିଗଲା ବାଇକ । ମୟୂରଭଞ୍ଜ ମୋରଡା ବ୍ଲକର ସାପ୍ଲାଇ ଛକ ନିକଟରେ ଚଳନ୍ତା ବାଇକରେ ଲାଗିଗଲା ନିଆଁ । ଆନନ୍ଦପୁର ଅଞ୍ଚଳର ଅଜୟ ଚିତ୍ରଡା ବଜାରକୁ ଯାଉଥିବା ସମୟରେ ହଠାତ ଇଂଜିନରୁ ନିଆଁ ବାହାରିଥିଲା ।

ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଗାଡିଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । କିଛି ସମୟ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।