You are currently viewing ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ

ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୫/୧୦, ଆଜି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି । ଓଡ଼ିଶାରେ କେବଳ ୨୦ ମିନିଟ୍‌ ପାଇଁ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହୋଇଛି । ଏହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଥିଲେ । ଆକାଶରେ ଦେଖାଯଇଛି ମହାଜାଗତିକ ଦୃଶ୍ୟ । ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକଣ୍ଡରେ ପରାଗ ସ୍ପର୍ଶ ହେବ ।

ପୁରୀ ୪.୨୬ ମିନିଟ୍

ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦର୍ଶକ ମାନଙ୍କୁ ଦେଖାଇବା ପାଇଁ ରାଜଧାନୀ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ପରିସରରେ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।

ଭୁବନେଶ୍ୱର ୪.୫୬ ମିନିଟ୍

ହସ୍ତଗତ ହୋଇଥିବା ଆମର ସୂର୍ଯ୍ୟପରାଗ ସମୟର ଫଟୋଚିତ୍ରନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ଓ ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ସୂର୍ଯ୍ୟପରାଗ ସମୟର ଫଟୋକୁ ଦର୍ଶକ ମାନଙ୍କ ପାଇଁ ଉପସ୍ଥାପନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।