You are currently viewing ୩ବାଇକ ଲୁଟେରାଙ୍କ ସହ ୧୦ଟି ଚୋରା ମୋଟର ସାଇକେଲ ଜବତ

୩ବାଇକ ଲୁଟେରାଙ୍କ ସହ ୧୦ଟି ଚୋରା ମୋଟର ସାଇକେଲ ଜବତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୬/୦୭, ଖଣ୍ଟଗିରି ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ୱର ଏମ୍ସ ଅଞ୍ଚଳରୁ ଗିରଫ କରିଛି ପୋଲିସ । ୧୦ଟି ଚୋରା ମୋଟର ସାଇକେଲ ଜବତ ହୋଇଛି । ୩ଜଣ ଲୁଟେରାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏହି ଲୁଟେରାଙ୍କ ନାଁରେ କମିଣନରେଟ ପୋଲିସର ବିଭିନ୍ନ ଥାନାରେ ମାମଲା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।