You are currently viewing ଆଜି ରାଜ୍ୟରେ ୪୯୨ କରୋନା ପଜିଟିଭ ଚିହ୍ନଟ 

ଆଜି ରାଜ୍ୟରେ ୪୯୨ କରୋନା ପଜିଟିଭ ଚିହ୍ନଟ 

ଭୁବନେଶ୍ୱର(ଏଏନଏସ)୨୦.୦୨.୨୦୨୨,    ଆଜି ରାଜ୍ୟରୁ ୪୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୨୮୯ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୬୬୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୪୭୯ ଜଣ ଲୋକାଲ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୪୮୧, ସୁସ୍ଥ ସଂଖ୍ୟା- ୧୨ ଲକ୍ଷ ୬୭ ହଜାର ୧୦୯, ସମୁଦାୟ ସକ୍ରିୟ ସଂଖ୍ୟା  ୬ ହଜାର ୩୦୮  । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।