You are currently viewing ଆଜି ରାଜ୍ୟରୁ ୩,୬୫୦ କରୋନା ପଜିଟିଭ ଚିହ୍ନଟ ଏବଂ ୪୦୫୨ ସୁସ୍ଥ

ଆଜି ରାଜ୍ୟରୁ ୩,୬୫୦ କରୋନା ପଜିଟିଭ ଚିହ୍ନଟ ଏବଂ ୪୦୫୨ ସୁସ୍ଥ

ଭୁବନେଶ୍ୱର-୨୪.୦୬.୨୦୨୧, ଆଜି ରାଜ୍ୟରୁ ୩ ହଜାର ୬୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨,୦୯୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧,୫୫୨ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ , ସୁସ୍ଥ ସଂଖ୍ୟା- ୮ ଲକ୍ଷ ୫୩ ହଜାର ୧୨ , ସମୁଦାୟ ସକ୍ରିୟ ସଂଖ୍ୟା ୩୩ ହଜାର ୭୭୦ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୪୦୫୨। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୬ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।