You are currently viewing ପୁଣି ୧ ହଜାର ପାର ହେଲା କରୋନା ସଂକ୍ରମଣ

ପୁଣି ୧ ହଜାର ପାର ହେଲା କରୋନା ସଂକ୍ରମଣ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୯/୦୭, ଆଜି ମଧ୍ୟ ରାଜ୍ୟରେ ୧ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୦୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୯୭ ସଂକ୍ରମିତ ଓ ଲୋକାଲ କଣ୍ଟାକ୍ଟ କେସ ୪୨୩ ପଜିଟିଭ ଅଛନ୍ତି । ୧୮ ବର୍ଷ ଭିତରେ ୧୯୫ ଜଣ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୨୫୯ ଆକ୍ରାନ୍ତ ରହିଛି । ଖୋର୍ଦ୍ଧାରୁ ୧୫୮, ସମ୍ବଲପୁରରୁ ୮୮, ମୟୁରଭଞ୍ଜରୁ ୭୧ ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ କୋଭିଡ ଆକ୍ଟିଭ କେସ ୬ ହଜାର ୭୮୩କୁ ବୃଦ୍ଧି ପାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।