You are currently viewing ଆଜି ରାଜ୍ୟରୁ ୪୬୨ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୪୬୨ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର,୨୧/୦୯: ଆଜି ରାଜ୍ୟରୁ ୪୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୭୦ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନରେ ହୋଇଥିବା ବେଳେ ୧୯୪ ଜଣ ଲୋକାଲ କେସ୍ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୦୨୧୨୧୬ ଜଣ । ସକ୍ରିୟ ମାମଲା ୫୩୫୧ଟି ରହିଥିବା ବେଳେ ୧୦୦୭୬୬୬ ଜଣ ସୁସ୍ଥ ହୋଇଛନ୍ତି ।

,

ଅନ୍ୟମାନଙ୍କୁ ଜଣାନ୍ତୁ।