You are currently viewing ଆଜି ରାଜ୍ୟରୁ ୧,୬୪୮ କରୋନା ପଜିଟିଭ ଚିହ୍ନଟ,୨୪୯୨ ସୁସ୍ଥ

ଆଜି ରାଜ୍ୟରୁ ୧,୬୪୮ କରୋନା ପଜିଟିଭ ଚିହ୍ନଟ,୨୪୯୨ ସୁସ୍ଥ

ଭୁବନେଶ୍ୱର-୧୯.୦୭.୨୦୨୧, ଆଜି ରାଜ୍ୟରୁ ୧ ହଜାର ୬୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୯୫୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୬୯୩ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪, ସୁସ୍ଥ ସଂଖ୍ୟା- ୯ ଲକ୍ଷ ୩୦ ହଜାର ୪୧୮, ସମୁଦାୟ ସକ୍ରିୟ ସଂଖ୍ୟା ୨୦,୩୮୭ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୪୯୨ । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩୩୫ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।