You are currently viewing ଧନତେରସ୍‌ ପାଇଁ ଗହଣା ଦୋକାନ ରେ ଭିଡ଼

ଧନତେରସ୍‌ ପାଇଁ ଗହଣା ଦୋକାନ ରେ ଭିଡ଼

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ଵର (ଏ ଏନ୍ ଏସ)୨୩/୧୦, ଅଜି ଧନତେରସ୍‌ । ଏଥିପାଇଁ ଅଳଙ୍କାର ଦୋକାନ ରେ ଲାଗିଛି ଭିଡ଼ । ସୁନା ଦୋକାନକୁ ଯାଇ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ । ଏଥିପାଇଁ ବିଭିନ୍ନ ଜୁଏଲରୀ ସୋ’ରୁମ୍‌ ଆକର୍ଷଣୀୟ ଅଳଙ୍କାର ରଖିଛନ୍ତି । ଏପରିକି ଧନତେରସ୍‌ ପାଇଁ ସ୍ପେଶାଲ ଅଫର୍‌ ମଧ୍ୟ ଘୋଷଣା କରିଛନ୍ତି ଦୋକାନୀ ।

ଧନତେରାସରେ ସୁନାରୁପା କିଣିଲେ ଶୁଭ ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଅନୁଗୋଳ ସୁନା ଦୋକାନରେ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ଜୁଏଲାରୀ ମଧ୍ୟ ଗ୍ରାହକଙ୍କ ଚାହିଦା ମୁତାବକ ଆକର୍ଷଣୀୟ ଅଫର ଦେଉଛନ୍ତି । ଏନେଇ ହଲମାର୍କ ଅଳଙ୍କାର ଦୋକାନର କିଛି ଗ୍ରାହକ ଓ ବ୍ୟବସାୟୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସିନିୟର ରିପୋର୍ଟର ମାନସ ରଞ୍ଜନ ମିଶ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।