You are currently viewing ରାୟପୁରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ

ରାୟପୁରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ

  • Post category:ଓଡିଶା
  • Reading time:1 mins read

ରାୟପୁର(ଏଏନଏସ)୧୫/୦୭, ରାୟପୁର ଗସ୍ତରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଭିନ୍ନ ରାଜ୍ୟ ଗସ୍ତ କରି ସମର୍ଥନ ଲୋଡୁଛନ୍ତି । ରାୟପୁର ଏୟାର ପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା । ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କୁ ଭେଟିବା ସହ ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ମଧ୍ୟ କରିବେ । ଅନ୍ୟପଟେ ଦୌପଦୀଙ୍କୁ ସମର୍ଥନ ଦେବେ ସୁହଲ ଦେବ ଭାରତୀୟ ସମାଜ ପାର୍ଟି ।

ଅନ୍ୟମାନଙ୍କୁ ଜଣାନ୍ତୁ।