You are currently viewing ୨ଲକ୍ଷ ଟଙ୍କାର ନକଲି ମେଡିସିନ ଜବତ,

୨ଲକ୍ଷ ଟଙ୍କାର ନକଲି ମେଡିସିନ ଜବତ,

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୨୮/୦୨, ପୁଣି ଜବତ ହେଲା ନକଲି ମେଡିସିନ । କଟକରୁ ଜବତ ହୋଇଛି ଏହି ନକଲି ମେଡିସିନ । ୨ଲକ୍ଷରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ ହୋଇଛି। ପୁରୀଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସ ଓ ଡ୍ରଗ୍ସ ସ୍କ୍ଵାର୍ଡର ମିଳିତ ଚଢ଼ାଉ ହୋଇଥିଲା। ନକଲି ମେଡ଼ିସିନ ଆଣି ବିକ୍ରି କରୁଥିବା ଅଭିଯୋଗରେ ଜଣେ ଅଟକ ରଖିଛି ପୋଲିସ।

ଅନ୍ୟମାନଙ୍କୁ ଜଣାନ୍ତୁ।