You are currently viewing ବାଲୁକାକଳାରେ ‘ଆର୍ଥ ଆଓ୍ଵାର’

ବାଲୁକାକଳାରେ ‘ଆର୍ଥ ଆଓ୍ଵାର’

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ) ୨୫/୦୩, ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ । WWFର ଭାରତ ଆମ୍ବାସଡର ତଥା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ଲାଇଟ୍‌ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି । ବାଲୁକାକଳାରେ ଲାଇଟ୍‌ ବଲ୍‌ବ ଗୁଡିକୁ ସଜାଯାଇଛି। ଘଣ୍ଟାଏ ଲାଇଟ୍‌ ଅଫ୍‌ରୁ ଯେତେ ପରିମାଣର ବିଦ୍ୟୁତ ସଞ୍ଚୟ ହେବ ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବାରେ ସହାୟକ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।