You are currently viewing ଓଡିଶାରେ ଆସନ୍ତାକାଲି ପାଳନ ହେବ ‘ଇଦ୍‌’ପର୍ବ

ଓଡିଶାରେ ଆସନ୍ତାକାଲି ପାଳନ ହେବ ‘ଇଦ୍‌’ପର୍ବ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର -୧୩.୦୫.୨୦୨୧, ଓଡିଶାରେ ଆସନ୍ତା ୧୪ ତାରିଖରେ ପାଳିତ ହେବ ପବିତ୍ର ‘ଇଦ୍‌’ ପର୍ବ । ଏନେଇ ଅଂଜୁମାନ ଇସଲାମିଆ ଏହଲେ ସୁନ୍ନତଅଲ ଜମାତ ଚାନ୍ଦ କମିଟି ପକ୍ଷରୁ ଘୋଷଣା ହୋଇଛି । ସୂଚନା ଅନୁସାରେ କରୋନା କଟକଣା ମଧ୍ୟରେ ମସଜିଦରେ ନମାଜ ପାଠ ହେବ, ସାମାଜିକ ଦୂରତ୍ବ ପାଳନ କରାଯିବ । କିନ୍ତୁ ମସଜିଦରେ ସମୂହ ପାଠ ହେବନି । ଇମାମଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।