You are currently viewing ଗାଁ ମୁହାଁ ହରିଣ

ଗାଁ ମୁହାଁ ହରିଣ

ବାରିପଦା, ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭିବାର ନାଁ ଧରୁନଥିବାବେଳେ ଜଙ୍ଗଲରେ ବସବାସ କରୁଥିବା ଜନ୍ତୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି କିଛି ଜନ୍ତୁ ଗାଁ ମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଘଟିଛି କରଞ୍ଜିଆ ବୁନ୍ଦେଇପଶି ଗାଁରେ । ଏକ ଅସୁସ୍ଥ ହରିଣ ଏହି ଗାଁର ଜଣକ ଘରକୁ ପଣି ଆଶିଥିବାର ଦେଖାଦେଇଛି । ଯଦି ଏପରି ନିଆଁ ଲାଗି ରହେ ତେବେ ଜଙ୍ଗଲୀ ପଶୁମାନେ ସେମାନଙ୍କର ସତ୍ତା ହରାଇବେ ବୋଲି ପରିବେଶବିତ୍ ମାନେ ଆଶଙ୍କା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।