You are currently viewing ରାଜଧାନୀରେ ସୃଷ୍ଟି ହୋଇପାରେ ପରିବା ସଙ୍କଟ

ରାଜଧାନୀରେ ସୃଷ୍ଟି ହୋଇପାରେ ପରିବା ସଙ୍କଟ

ଭୁବନେଶ୍ବର (ଏଏନ୍ଏସ): ରାଜଧାନୀରେ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ । ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି। ଦାବି ପୂରଣ ନ ହେଲେ ଆସନ୍ତା ୨୦ ତାରିଖରୁ ରାଜଧାନୀର ସବୁଠୁ ବଡ଼ ପରିବା ମାର୍କେଟ ୟୁନିଟ୍ -୧ ହାଟ ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବେ। ଯାହା ଫଳରେ ରାଜଧାନୀରେ କଞ୍ଚା ପରିବା ମିଳିବନି। ଭୁବନେଶ୍ୱର ସମେତ ରାଜ୍ୟରେ କଞ୍ଚା ପରିବା ସଙ୍କଟ ଦେଖା ଦେଇପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।